ବେଧଡ଼କ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିଲେ କନେଷ୍ଟବଳ:ଲାଗିଲା ଏତିକି ଜରିମାନା

ଅହମଦାବାଦ୍‌ : ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରଠାରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଟ୍ରାଫିକ ନିୟମକୁ ବେଧଡ଼କ ଉଲ୍ଲଂଘନ କରୁଥିବା ଲୋକେ ଆଜି କଡ଼ା ଆଇନ ପ୍ରଣୟନ ପରେ ଚିନ୍ତାରେ ପଡ଼ିଛନ୍ତି । ଜଣ ଜଣଙ୍କଠାରୁ ଜରିମାନା ଆକାରରେ ହଜାର ହଜାର ଟଙ୍କା ଟ୍ରାଫିକ ପୁଲିସ ଆଦାୟ କରୁଥିବା ବେଳେ ଏବେ ଜଣେ ପୁଲିସ କନେଷ୍ଟବଳ ଆଇନର ଉଲ୍ଲଂଘନ କରି ଜରିମାନା ଭରିଥିବା … Continue reading ବେଧଡ଼କ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିଲେ କନେଷ୍ଟବଳ:ଲାଗିଲା ଏତିକି ଜରିମାନା